Subarnapur News | ଦୁର୍ଦ୍ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ବାଉଁଶ କାରିଗର | Bamboo Artist | Odia News

Votre vidéo commence dans 10
Passer (5)
Formation gratuite en FR pour les membres inscrits sur les sites de vidéos

Merci ! Partagez avec vos amis !

Vous avez aimé cette vidéo, merci de votre vote !

Ajoutées by admin
48 Vues
Subarnapur News | ଦୁର୍ଦ୍ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ବାଉଁଶ କାରିଗର | Bamboo Artist | Odia News
ଦୁର୍ଦ୍ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ବାଉଁଶ କାରିଗର । ବାଉଁଶରୁ ଭଳିକି ଭଳି ଜିନିଷ ପ୍ରସ୍ତୁତ କରି ନିଜର ପରିବାର ପ୍ରତିପୋଷଣ କରୁଥିବା କାରିଗର ଏବେ ଚିନ୍ତାରେ । କଞ୍ଚାମାଲର ଅଭାବ ସାଙ୍ଗକୁ ବଜାର ସୁବିଧା ନଥିବାରୁ କ୍ଷତି ସହୁଥିବା କାରିଗର ଅଭିଯୋଗ କରିଛନ୍ତି । ନିଜର କୌଳିକ ବୃତ୍ତିକୁ ଆପଣେଇ ବର୍ଷ ତମାମ ବାଉଶଁ କାମ କରି ଗୁଜୁରାଣ ମେଣ୍ଟାଉଥିବା ଏହି ପରିବାରଙ୍କୁ କୌଣସି ସରକାରୀ ପ୍ରୋତ୍ସାହନ ମିଳୁ ନଥିବା ବେଳେ ଧୀରେ ଧୀରେ ଏମାନଙ୍କ ବେଉସା ବୁଡିବାକୁ ବସିଲାଣି ।
#subarnapur #bamboo #products #odianews #News18Odialive #OdiaNews #ଆଜିରନ୍ୟୁଜ #LiveNews #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.

News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଓଡିଶାର ଛୋଟ ମୋଟ ଖବର ଆପଣ ପାଇଁ ପାରିବେ ଏହି ଚ୍ୟାନେଲ ମାଧ୍ୟମରେ

Please visit our website https://bit.ly/2YaikeJ for latest opinions and detailed news coverage.

Follow us on
Facebook: https://www.facebook.com/News18Odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ

Subscribe our channel to get latest news and updates https://tinyurl.com/y46bt2fm
Catégories
Divers News Artistes
Mots-clés
subarnapur, bamboo, products

Ajouter un commentaire

Commentaires

Soyez le premier à commenter cette vidéo.