Jatra Artists Hunger Strike In Lower PMG Bhubaneswar| Odisha Reporter

Votre vidéo commence dans 10
Passer (5)
cash machine v4

Merci ! Partagez avec vos amis !

Vous avez aimé cette vidéo, merci de votre vote !

Ajoutées by admin
134 Vues
କାହିଁକି ଆମପ୍ରତି ଅନ୍ୟାୟ କରୁଛନ୍ତି ସରକାର ? ସାରା ବିଶ୍ଵରେ ସବୁକିଛି ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଆମ ମୁଂହରୁ କାହିଁକି ଦାନା ଛଡାଇ ନିଆଯାଉଛି ? ଏହା ହେଉଛି ମଞ୍ଚରେ କଳା ପରିବେଷଣ କରୁଥିବା କଳାକାରମାନଙ୍କର ଦାବି , ସେଥିପାଇଁ ଆଜି ୧୨ ଦଫା ଦାବି ପୂରଣ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନ ଓ ଧାରଣାରେ ବସିଛନ୍ତି ଯାତ୍ରା କଳାକାର

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter #Jollywood #Odisha #Jatrakalakara #jollywoodactors #strike #LowerPMG
Catégories
Divers News Artistes

Ajouter un commentaire

Commentaires

Soyez le premier à commenter cette vidéo.