How are famous Opera artist Daitari Panda in lockdown ? To know Watch. । Nandighosha TV

Votre vidéo commence dans 10
Passer (5)
Formation gratuite en FR pour les membres inscrits sur les sites de vidéos

Merci ! Partagez avec vos amis !

Vous avez aimé cette vidéo, merci de votre vote !

Ajoutées by admin
94 Vues
ଓଡ଼ିଆ ଯାତ୍ରା ଜଗତର ଲୋକପ୍ରିୟ କଳାକାର ଦୈତାରୀ ପଣ୍ଡା । ଲକ୍ ଡାଉନ ସମୟରେ ଅପେରା ନାହିଁ କି ଆସର ନାହିଁ । ଏହି ସମୟରେ କ'ଣ କରୁଛନ୍ତି ଦୈତାରୀ । ଜାଣିବା ପାଇଁ ନନ୍ଦିଘୋଷ ଟିମ୍ ପହଞ୍ଚିଥିଲା ଦୈତାରୀଙ୍କ ନିକଟରେ, ଆଉ ପଚାରି ବୁଝିଥିଲା ତାଙ୍କ ହାଲ୍ ଚାଲ୍ । ନିଜର ଦୀର୍ଘଦିନରେ ଯାତ୍ରାଜଗତ ଅନୁଭୂତି ସହ ଲକ୍ ଡାଉନ ଅନୁଭୂତିକୁ ଫେଣ୍ଟି ପରସିଥିଲେ ଦୈତାରୀ । ସବୁ କ'ଣ ଏଇଠି ଲେଖିଦେବା....ଚାଲନ୍ତୁ ଦେଖିବା ଦୈତାରୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଏପିସୋଡ୍ ଟି ।
Catégories
Divers News Artistes

Ajouter un commentaire

Commentaires

Soyez le premier à commenter cette vidéo.